Home Oriya Odia Dictionary

Download Oriya Odia Dictionary APP

Domestic Oriya Odia Meaning

ଗୃହପାଳିତ, ଘର, ଘରୁଆ, ଘରୋଇ, ଦେଶଜ, ଦେଶୀ, ପାଳିତ, ସ୍ବଦେଶୀ, ସ୍ବେଦେଶ

Definition

ଯାହା ନିଜ ଦେଶରେ ଉତ୍ପନ୍ନ ବା ତିଆରି ହୋଇଛି
କୌଣସି ପ୍ରଦେଶ ଭିତରେ ବା ତା ଭିତର ଭାଗରେ ହେଉଥିବା କିମ୍ବା ତା ସହିତ ସମ୍ବନ୍ଧିତ
ବେତନ ନେଇ ସେବା କରୁଥିବା ଲୋକ
ଯାହା ପରିବାର ସମ୍ବନ୍ଧୀୟ
ଯାହାକୁ ଘରେ ରଖାଯିବା ସହିତ ପାଳନ ବା ପୋଷଣ କରାଯାଏ
ଘରେ ରହି ଯ

Example

ସ୍ୱଦେଶୀ ବସ୍ତୁଗୁଡ଼ିକର ବ୍ୟବହାର ଆବଶ୍ୟକ
ରାଜ୍ୟରେ ବେଳେବେଳେ ଅର୍ନ୍ତପ୍ରଦେଶୀୟ ପ୍ରତିଯୋଗିତାର ଆଯୋଜନ ମଧ୍ୟ ହେବା ଉଚିତ
ପାରିବାରିକ ଦ୍ୱେଷ ହେତୁ ତା’ର ପୂରାଘର ଧ୍ୱଂସ ହୋଇଗଲା
ଗାଈ ଏକ ଗୃହପାଳିତ ପଶୁ
ଆଜିର ତାଜା