Home Oriya Odia Dictionary

Download Oriya Odia Dictionary APP

Donate Oriya Odia Meaning

ଦାନ କରିବା, ଦାନ ଦେବା

Definition

ଏକ ଧର୍ମୀୟ କାମ ଯେଉଁଥିରେ ଶ୍ରଦ୍ଧା ବା ଦୟାପୂର୍ବକ କାହାରିକୁ କିଛି ଦିଆଯାଏ
ଯେଉଁ ବସ୍ତୁ ଦାନରେ କାହାକୁ ଦିଆଯାଏ
ଭଲ ଧାରଣା ନେଇ ନିଜର କୌଣସି ବସ୍ତୁଆଦିକୁ ନିଃଶୁଳ୍କ ନିଜର ଅଧିକାରଠାରୁ ଅନ୍ୟର ଅଧିକାରରେ ପହଞ୍ଚା

Example

ଉଚିତ୍‌ ସମୟର ଦାନ ଅଧିକ ଫଳ ଦିଏ
ପଣ୍ଡିତଙ୍କୁ ଦାନ ରୂପରେ ଗୋଟିଏ ଗାଈ ଏବଂ କିଛି ଆଭୂଷଣ ମିଳିଲା
ସେ ନିଜର ଜମିକୁ ମନ୍ଦିର ତିଆରିପାଇଁ ଦାନ କଲେ
ଏହି ହାତୀର କାନମୁଣ୍ଡାରୁ ମଦଜଳ ସ୍ରାବିତ ହେଉଛି