Home Oriya Odia Dictionary

Download Oriya Odia Dictionary APP

Doorway Oriya Odia Meaning

ଦୁଆର, ଦ୍ୱାର

Definition

ମାନ, ମାପ, ଉପଯୋଗିତାଆଦି ତୁଳନାର ବିଚାରପାଇଁ ଗୋଟିଏ ବସ୍ତୁ ସହିତ ଅନ୍ୟ ଏକ ବସ୍ତୁ ସହ ରହିଥିବା ସମ୍ବନ୍ଧ ବା ଅପେକ୍ଷା
ଚତୁର୍ଦ୍ଦିଗ ପରିବେଷ୍ଟିତ ସ୍ଥାନର ମଝିରେ ଥିବା ଏକ ଖୋଲା ଜାଗା ଯାହାମଧ୍ୟଦେଇ ଲୋକ, ପଶୁ

Example

ବହି ନିମନ୍ତେ ଲେଖକଙ୍କୁ ଦୁଇ ପ୍ରତିଶତ ଅନୁପାତରେ ରୟାଲ୍‌ଟି ମିଳୁଛି
ଭିକାରୀ ଦୁଆରେ ଠିଆହୋଇଛି
ଝଡ଼ ଯୋଗୁଁ ଝରକାର କବାଟ ଧଡ଼୍ଧଡ଼୍ ହେଉଅଛି
ବଢ଼େଇ ଚୌକାଠରେ କବାଟ ଲଗାଉଛି
ଆଜିକାଲି ଆଳୁ ଦର ବହୁତ ବିଢ଼ିଯାଇଛି
ଏହି ମହଲର ସିଙ୍ଗିଦୁଆର ମେଳଣ ସମୟରେ ସଜ