Home Oriya Odia Dictionary

Download Oriya Odia Dictionary APP

Dorm Oriya Odia Meaning

ଆବାଶୟ, ଛାତ୍ରାବାସ, ଛାତ୍ରାଳୟ, ହଷ୍ଟେଲ

Definition

ପାଚେରୀଦ୍ୱାରା ଘେରାଯାଇ ଛାଉଁଣି କରାଯାଇଥିବା ସ୍ଥାନ ଯାହା ରହିବାପାଇଁ ଉଦ୍ଦିଷ୍ଟ
କେହି ରହୁଥିବା ସ୍ଥାନ
ଯେଉଁ ସ୍ଥାନରେ କିଛି ଲୋକ ଘର ତିଆରିକରି ରହିଥାଆନ୍ତି
ବହୁତ ଛୋଟ ବସ୍ତି
ଛାତ୍ରମାନଙ୍କ ରହିବା ସ୍ଥାନ

Example

ସ୍ୱଚ୍ଛ ଓ ଖୋଲାଘର ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ହୋଇଥାଏ / ଏହି ଗଛ ହିଁ ଏସବୁ ପକ୍ଷୀଙ୍କ ବାସସ୍ଥାନ
ଭାରତର ଅଧିକାଂଶ ଲୋକ ଗାଁଗୁଡ଼ିକରେ ବାସକରନ୍ତି
ରାହୁଲ ଛାତ୍ରାବାସରେ ରହି ପାଠ ପଢ଼ୁଛି