Home Oriya Odia Dictionary

Download Oriya Odia Dictionary APP

Dot Oriya Odia Meaning

ଖେଳେଇବା, ଛିଞ୍ଚିବା, ବିକୀର୍ଣ୍ଣ କରିବା, ବିନ୍ଦୁ, ବୁଣିବା

Definition

ପଡ଼ିବା ବେଳେ ଜଳଆଦି ତରଳ ପଦାର୍ଥର ସେଭଳି କିଛି ଅଂଶ ଯାହା ପ୍ରାୟ ଛୋଟ ଗୋଲି ଭଳି ହୋଇଯାଏ
(ରେଖାଗଣିତରେ ଅଙ୍କିତ କରାଯାଇଥିବା) ଏକ ଛୋଟ ଗୋଲ ଦାଗ ଯାହା କୌଣସି ସ୍ଥାନକୁ ନି

Example

ବୁନ୍ଦାବୁନ୍ଦା ପାଣିରେ ଘଟ ଭରିଯାଏ
ପିଲାଟି ବିନ୍ଦୁଗୁଡ଼ିକୁ ଯୋଡ଼ି ଏକ ହାତୀର ଚିତ୍ର ବନେଇଦେଲା
ନୁକ୍ତା ଗୋଟିଏ,ଦୁଇଟି ବା ତିନୋଟି ହୋଇପାରେ
ଶୀଲା ଛୋଟ ଟିକିଲି ଲଗାଇବାକୁ ପସନ୍ଦ କରେ
ଏହି ଲୁଗା ଉପରେ ରଙ୍ଗୀନ ବିନ୍ଦୁଗୁଡ଼ିକ ଭଲ ଲାଗୁଛି
ଆପଣ ଏହି ବିନ୍ଦୁ ଉପରେ ଛିଡା ହ