Downtrodden Oriya Odia Meaning
ଦଳିତ, ଦୁସ୍ଥ, ପ୍ରପୀଡିତ
Definition
ଯାହାକୁ ଦବେଇ ଦେଇ ବହୁତ ହୀନ କରିଦିଆଯାଇଛି
ପାଦରେ ଦଳା ହୋଇଥିବା
ଦରିଦ୍ର ଏବଂ ପୀଡ଼ିତ ହେବା ବ୍ୟକ୍ତି
ଦଳିତ ବର୍ଗର ସଦସ୍ୟ
Example
ଫିରିଙ୍ଗିଙ୍କଦ୍ୱାରା ପଦଦଳିତ ଭାରତୀୟ ସମାଜ ଭିତରେ ଭିତରେ ଜଳୁଥିଲା
ହିନ୍ଦୁ ଧର୍ମଗ୍ରନ୍ଥରେ ପଦଦଳିତ ଅନ୍ନ ସେବନ ବର୍ଜିତ ହୋଇଛି
ସରକାରଙ୍କୁ ଦଳିତ ସମାଜର ବିକାଶପାଇଁ ବାସ୍ତବ ପଦକ୍ଷେପ ନେବା ଦରକାର
Lyricist in Oriya OdiaAnnam in Oriya OdiaErstwhile in Oriya OdiaClad in Oriya OdiaLessen in Oriya OdiaLocate in Oriya OdiaFellow Traveller in Oriya OdiaIncumbrance in Oriya OdiaPuffy in Oriya OdiaMacedonian in Oriya OdiaArtistry in Oriya OdiaDegeneracy in Oriya OdiaPlace in Oriya OdiaInferiority in Oriya OdiaTurn On in Oriya OdiaSmartly in Oriya OdiaExceptional in Oriya OdiaFrigid in Oriya OdiaForge in Oriya OdiaKrishna in Oriya Odia