Home Oriya Odia Dictionary

Download Oriya Odia Dictionary APP

Drag Oriya Odia Meaning

ଘୋଷାଡିବା, ଘୋଷାରିବା, ଜବରଦସ୍ତି କରିବା, ଟାଣିବା

Definition

ତମାଖୁ ବା ଗଞ୍ଜାର ଧୂଆଁକୁ ଜୋରରେ ଟାଣିବା କାମ
ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
କୌଣସି ବସ୍ତୁ, ବ୍ୟକ୍ତିଆଦିକୁ କୌଣସି ବସ୍ତୁ, ବ୍ୟକ୍ତିଆଦିଦ୍ୱାରା ନିଜ ଶକ୍ତି ବା ପ୍ରେରଣାରେ ନିଜ ପାଖକୁ ଆକର୍ଷିତ କରିବା
କୌଣସି ବସ୍ତୁକୁ ତାର ପୂରା ଲମ୍ବା ବା ଚଉଡ଼ା

Example

ଗୋଟିଏ ଦମ୍ରେ ସବୁ ଥଣ୍ଡା ଚାଲିଯାଏ
ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
ଭଗବାନ ରାମଙ୍କର ରୂପ ସବୁ ମିଥିଳାବାସୀଙ୍କୁ ଆକର୍ଷିତ କରୁଥିଲା
ଶିକାରୀ ଧନୁର ଡୋରକୁ ଟାଣୁଛି
ସାପୁଆକେଳା ଛୁଆଟିର ଶରୀରରୁ ସାପର ବିଷ କାଢ଼ୁଛି
ପିଲାମାନେ ଡାଳରେ