Home Oriya Odia Dictionary

Download Oriya Odia Dictionary APP

Drawing Room Oriya Odia Meaning

ବୈଠକଖାନା

Definition

କୌଣସି ବିଶେଷ ବିଷୟ ଉପରେ ଚର୍ଚ୍ଚା କରିବା ନିମନ୍ତେ ଆୟୋଜିତ କରାଯାଇଥିବା ବୈଠକ
ବଡ଼ଲୋକଙ୍କ କୋଠାର ଏକ ବଡ଼ କୋଠରୀ ବା ବୈଠକ ଯେଉଁଥିରେ ଯାଆସ କରୁଥିବା ବ୍ୟକ୍ତିମାନେ ବସନ୍ତି
ବାରମ୍ବାର ଉଠବସ ହେଉଥିବା ଏକପ୍ରକାର କସରତ
ଯୋଗର ଆସନ
ଘରର ବାହାର ଆଡ଼କୁ

Example

କୃଷକମାନଙ୍କ ରାଷ୍ଟ୍ରୀୟ ଅଧିବେଶନରେ କୃଷକ ସମ୍ବନ୍ଧୀୟ ସମସ୍ୟା ଉପରେ ବିଚାର-ବିମର୍ଶ କରାଗଲା
ନେତା ବୈଠକଖାନାରେ ବସି ଲୋକଙ୍କ କଥା ଶୁଣୁଥିଲେ ୤
ପହେଲମାନ ସକାଳୁସକାଳୁ ଦଣ୍ଡ ବୈଠକ ମାରନ୍ତି
ଯୋଗାସନରେ ବହୁତ ରୋଗ ନିବାରଣ ହୋଇଥାଏ
ବୈଠକଖାନାରେ ଅତିଥି ଆପଣଙ