Home Oriya Odia Dictionary

Download Oriya Odia Dictionary APP

Dress Oriya Odia Meaning

ପିନ୍ଧାଇବା, ଫ୍ରକ୍‌

Definition

ପିନ୍ଧିବା ବସ୍ତ୍ର
ଫଳ, ମଞ୍ଜିଆଦିର ଆବରଣ
କୌଣସି ପ୍ରାଣୀର ସବୁ ଅଙ୍ଗର ସମୂହ ଯାହା ଏକ ରୂପ ସୃଷ୍ଟି କରିଥାଏ
ସ୍ତ୍ରୀଲୋକମାନେ ପିନ୍ଧୁଥିବା ଏକପ୍ରକାର ଛୋଟ କୁର୍ତ୍ତା
ବସ୍ତୁମାନଙ୍କୁ ଏପରିଭାବେ ରଖିବା ଯେ ଦେଖିଲେ ଭଲ ଓ ସୁନ୍ଦର ଜଣାପଡିବ(ବ୍ୟକ୍ତି ବା

Example

ଆଜି ବିଦ୍ୟାଳୟରେ ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିଛନ୍ତି
ଗାଈ କଦଳୀ ଚୋପା ଚୋବାଉଛି
ଶରୀରକୁ ସୁସ୍ଥ ରଖିବାପାଇଁ ବ୍ୟାୟାମ କର/ ଆମେ ଯେଉଁ ପ୍ରକାରେ ପୁରୁଣା ଲୁଗା ବଦଳିଥାଉ ସେହିପ୍ରକାରେ ଆତ୍ମା ଶରୀର ବଦଳାଇଥାଏ
ଭିକାରୁଣ