Home Oriya Odia Dictionary

Download Oriya Odia Dictionary APP

Drive Oriya Odia Meaning

ଆନ୍ଦୋଳନ, ଗତି କରାଇବା, ଚଲାଇବା, ଚାଳନ କରିବା, ଚାଳିତ କରିବା, ପରିଚାଳିତ କରାଇବା

Definition

କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
ଗତିକୁ ଆଣିବା ବା ଗତିଶୀଳ କରିବା
ଆନ୍ଦୋଳନ କରିବା ନିମନ୍ତେ ପ୍ରଯତ୍ନ
ଅନିର୍ଣ୍ଣୟାତ୍ମକ ସ୍ଥିତିରେ ମନରେ ହେଉଥିବା ଆନ୍ଦୋଳନ
ଅସ୍ତ୍ରଶସ୍ତ୍ରଆଦିର ବ୍ୟବହାର କରିବା

Example

ସେ ବନ୍ଦ ହୋଇଯାଇଥିବା ଯନ୍ତ୍ରକୁ ଚଳାଇଲେ
ସରକାରଙ୍କଦ୍ୱାରା ଆଖୁ କାରଖନା ବନ୍ଦ କରିବା ଆଦେଶ ଜାରୀ କରାଯିବାରୁ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଲେ
ରାମ ରାବଣ ଉପରେ ଅମୋଘ ଅସ୍ତ୍ର ଚଳାଇଲେ
ରାଜୀବ ଦୁଆର ମୁହଁରେ