Home Oriya Odia Dictionary

Download Oriya Odia Dictionary APP

Driver Oriya Odia Meaning

ଗାଡିଚାଳକ, ଚାଳକ, ଡ୍ରାଇଭର

Definition

ଯିଏ ଗାଡ଼ି ଚଲାଏ
ଯେ ଗାଡ଼ି ଚଳାଏ
ଘୋଡ଼ାଗାଡ଼ି ଚଳାଉଥିବା ବା ଅଡ଼ାଉଥିବା ବ୍ୟକ୍ତି
ଯାହାମାଧ୍ୟମରେ କୌଣସି ବସ୍ତୁ ବହେ ବା ପ୍ରବାହିତ ହୁଏ
ଯେଉଁ ବସ୍ତୁ ନିଜ ମାଧ୍ୟମରେ ବିଦ୍ୟୁତ୍, ତାପଆଦି ପ୍ରବାହିତ ହେବାରେ ସାହାଯ୍ୟ କରେ
ଯେଉଁ ବସ୍ତୁ ତା ମାଧ୍ୟମରେ ବିଦ୍ୟୁତ୍,ତାପ ଆଦିକୁ ପ୍ରବାହିତ କରାଏ

Example

ଦୁର୍ଘଟନା ଘଟାଇ ବସ୍‌ ଚାଳକ ଫେରାର ହୋଇଗଲା
ଗାଡ଼ି ଓଲଟି ଯିବା କାରଣରୁ ଗାଡ଼ିଚାଳକକୁ ଆଘାତ ଲାଗିଗଲା
ସଇସ ଘୋଡ଼ାକୁ ଘୋଡ଼ାଗାଡ଼ିରେ ଯୋଚୁଛି
ତମ୍ବା ବିଦ୍ୟୁତ ପରିବାହୀ
ବିଦ୍ୟୁତ୍ ପରିବାହୀ ମଧ୍ୟରେ ତମ୍ବା, ପିତ୍ତଳ,ଲୁହା ଆଦି ଅନ୍ତର୍ଭୁକ୍ତ