Home Oriya Odia Dictionary

Download Oriya Odia Dictionary APP

Drizzle Oriya Odia Meaning

ରିମ୍ ରିମ, ରିମ୍ଝିମ

Definition

ଚାରିଆଡ଼କୁ ବିଞ୍ଚିବା
ପାଣିଆଦିର ଛିଟା ମାରିବା
କୌଣସି ଜିନିଷ ଉପରେ ଚୁର୍ଣ୍ଣଆଦି ଛିଞ୍ଚିବା
ତରଳ ପଦାର୍ଥ ଛିଞ୍ଚିବାର ପ୍ରକ୍ରିୟା
ବର୍ଷା ସମୟରେ ଛୋଟଛୋଟ ବୁନ୍ଦା ପଡ଼ିବା କ୍ରିୟା
ଛୋଟଛୋଟ କଣ

Example

କୃଷକ ଜମିରେ ମଞ୍ଜି ବିଞ୍ଚୁଛି
କୃଷକ ଜମିରେ ଔଷଧ ଛିଞ୍ଚୁଛନ୍ତି
ଚିକିତ୍ସକ ଘାଆ ଉପରେ ଔଷଧ ଛିଞ୍ଚୁଛନ୍ତି
ରୋଗ ଦାଉରୁ ଫସଲକୁ ରକ୍ଷା କରିବାପାଇଁ ଔଷଧ ସିଞ୍ଚନ