Home Oriya Odia Dictionary

Download Oriya Odia Dictionary APP

Drubbing Oriya Odia Meaning

କୁଟା, ଛେଚା, ପିଟା, ବାଡିଆ, ମାଡ

Definition

କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
କୌଣସି ବସ୍ତୁ ଉପରେ ଅନ୍ୟ ଏକ ବସ୍ତୁ ଜୋରରେ ଆସି ଖସିପଡ଼ିବା କ୍ରିୟା (ଯାହାଫଳରେ ବେଳେବେଳେ ଅନିଷ୍ଟ ବା ହାନୀ ହୁଏ)

Example

ସେ ଲାଠିରେ ମୋତେ ଆଘାତ କଲା
ତାହାର ଗଳାରେ ଏକ ମୋତିମାଳା ଶୋଭାପାଉଛି
ବାପାଙ୍କ ଧମକ-ଚମକରେ ରାଗିଯାଇ ରାମ ଘର ଛାଡ଼ି ପଳାଇଲା
ଧୋବା ଲୁଗାର ଧୁଲେଇ ମଜୁରି ପଚାଶ ଟଙ୍କା ମାଗୁଛି
ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା
ତା ଘରର ମରାମତି ହେଉଛି
କଂସେଇଖାନାରେ ଅବୈଧରୂପରେ କଟାଯାଉଥିବା ପଶୁମାନଙ୍କ