Home Oriya Odia Dictionary

Download Oriya Odia Dictionary APP

Drum Oriya Odia Meaning

ପିଟିବା, ବଜାଉଛି

Definition

କାନ ଭିତରେ ପରଦା ରୂପରେ ଥିବା ଝିଲି ଯେଉଁଠି ପହଞ୍ଚିଲେ ଶବ୍ଦ ଗୁଞ୍ଜରିତ ହୁଏ
ଆଘାତ କରିବା କିମ୍ବା କୌଣସି ପ୍ରକାରରେ ଶବ୍ଦ ଉତ୍ପନ୍ନ କରିବା
ଡୁଗ୍ଡୁଗୀ ଭଳି ଗୋଟିଏ ବଡ଼ ଥାପ ବାଦ୍ୟ
ଏକପ୍ରକାରର ଲମ୍ବାଳିଆ ବାଜା ଯାହାର

Example

ଖୁବ୍‌ ଜୋର ଶବ୍ଦ ଯୋଗୁ କାନର ପରଦା ଫାଟି ଯାଇପାରେ
ନାଗରା ଶବ୍ଦ ଶୁଣିଲା ମାତ୍ରେ ପିଲାମାନେ ଏକତ୍ରିତ ହୋଇଗଲେ
ସେ ଢୋଲ ବଜାଉଥିଲା
ବିବାହ ସମୟରେ ସ୍ତ୍ରୀଲୋକମାନେ ଢୋଲକୀ ବଜାଇ ମଙ୍ଗଳଗୀତ ଗାଆନ୍ତି
ମନ୍ଦିରରେ ଗାୟନ ଓ ବାଦନ ଚାଲୁଛି
ନିଶବ୍ଦ ରାତିରେ ଢୋଲର ଢମଢମ