Home Oriya Odia Dictionary

Download Oriya Odia Dictionary APP

Dry Oriya Odia Meaning

ଅନାଦ୍ର, ଅରୁଚିକର, ଅରୋଚକ, ନୀରସ, ରସହୀନ, ରୁକ୍ଷ, ଶୁଖାଇବା, ଶୁଖିବା, ଶୁଖିଲା, ଶୁଷ୍କ

Definition

ଏକ ଗଛ ଯାହା ମଞ୍ଜିରୁ ତେଲ ବାହାରେ
ଯେ ତେଜରେ କମ୍‌ ବା ଯାହାର ତେଜ ନାହିଁ
ଯାହା ରୋଚକ ନୁହେଁ
ଯାହାର କାନ୍ତି ମଳିନ ପଡ଼ିଯାଇଛି
ଯେଉଁଥିରେ କିଛି ସ୍ୱାଦ ନାହିଁ
ବର୍ଷାର ଅଭାବ ବା ବର୍ଷାହୀନ ହେବାର ଅବସ୍ଥା ବା ଭାବ
ଯେ ସଭ୍ୟ ନୁହେଁ

Example

ଗବ ଗଛର ଫଳ କଣ୍ଟାଳିଆ ହୋଇଥାଏ
ସବୁବେଳେ ଚିନ୍ତିତ ରହିବା କାରଣରୁ ଯୌବନରେ ମଧ୍ୟ ସେ ନିସ୍ତେଜ ଦିଶୁଛି
ଏହା ଆପଣଙ୍କପାଇଁ ଅରୋଚକ କାହାଣୀ ହୋଇପାରେ, ମୋତେତ ଏଥିରୁ ଆନନ୍ଦ ମିଳୁଛି
ମା’ଙ୍କୁ ଦେଖିଲାପରେ ପୁଅର ମ୍ଳାନ