Home Oriya Odia Dictionary

Download Oriya Odia Dictionary APP

Dubiety Oriya Odia Meaning

ଅନିଶ୍ଚିତ

Definition

ସଂଦିଗ୍ଧ ହେବାର ଅବସ୍ଥା ବା ଭାବ
ନିଶ୍ଚୟର ଅଭାବ
କୌଣସି କାମ କରିବା ବା ନକରିବା ବିଷୟରେ ଜ୍ଞାନ ନରହିବାର ଅବସ୍ଥା
ପ୍ରକୃତ ଅର୍ଥ ବୁଝିବାର ଅକ୍ଷମତା

Example

ପୋଲିସ ଏହି କଥାର ସନ୍ଦିଗ୍ଧତା ଉପରେ ତଦନ୍ତ କରୁଛନ୍ତି
ଅନିଶ୍ଚିତ ଅବସ୍ଥାରେ କାମ ବନ୍ଦ କରିବା ହିଁ ଭଲ ହେବ
ରାଜା ଅପ୍ରତିପତ୍ତିର ନିବାରଣ ପାଇଁ ମନ୍ତ୍ରୀଙ୍କ ପାଖକୁ ଗଲେ
ଏହି ଗ୍ରନ୍ଥକୁ ନ ବୁଝିପାରିବାର କାରଣ ହେଉଛି ଅପ୍ରତିପତ୍ତି