Home Oriya Odia Dictionary

Download Oriya Odia Dictionary APP

Ductile Oriya Odia Meaning

ନମନୀୟ

Definition

ଯାହା ନଇଁ ପାରେ ବା ଯାହାକୁ ନୁଆଇଁ ଦିଆଯାଇପାରେ
ଯାହାଙ୍କ ଆଗରେ ନଇଁକି ପ୍ରଣାମ କରାଯାଏ
ଯାହାକୁ ପିଟିଲେ ବା ଚାପଦେଲେ ନ ଭାଙ୍ଗି ସହଜରେ ଅନ୍ୟକିଛି ଆକାରକୁ ଅଣାଯାଇପାରେ

Example

ଏହି ବାଡ଼ିଟି ନମନୀୟ
ମାତା ପିତା ଓ ଗୁରୁଜନ ନମସ୍ୟ
କେତେକ ଧାତୁ ନମନୀୟ ହୋଇଥାଏ