Home Oriya Odia Dictionary

Download Oriya Odia Dictionary APP

Dumb Oriya Odia Meaning

ଅଳ୍ପ ବୁଦ୍ଧିଆ, ଘୁଙ୍ଗା, ନିର୍ବାକ, ନ୍ୟୂନ ବୁଦ୍ଧି ବିଶିଷ୍ଟ, ମୂକ

Definition

ଯାହାର ବର୍ଣ୍ଣନା କରିହୁଏ ନାହିଁ
ଯାହା ମନରେ ଛଳ-କପଟ ନାହିଁ ଏବଂ ଯେ ପୂରାପୂରି ସାଧାସିଧା
ଯେ କିଛି କହେ ନାହିଁ
ଯାହାର କହିବାର ଶକ୍ତି ନାହିଁ
ଖରାପ କଥା
ଯାହାର ବୁଦ୍ଧି ପୂର୍ଣ୍ଣ ରୂପରେ ବିକଶିତ ହୋଇନାହିଁ
ଯାହା କୁହାଯାଇ ନାହିଁ
ନିଜ ସୁଖଦୁଖ ପ୍ରକାଶ ନ

Example

କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ
ମୂକବ୍ୟକ୍ତିଟି ଇଶାରାରେ କଣ କହୁଥିଲା
କାହାକୁ କଟୁବଚନ କହିବା ଅନୁଚିତ
ଏଠାରେ ଅଳ୍ପ ବୁଦ୍ଧିଆ ଝିଅମାନଙ୍କୁ ପ୍ରଶିକ୍ଷିତ କରାଯାଏ
ଅକୁହା କଥାବି ବେଳେ