Home Oriya Odia Dictionary

Download Oriya Odia Dictionary APP

Dumbstruck Oriya Odia Meaning

ଆଚମ୍ବିତ, କାବା, କିଂକର୍ତ୍ତବ୍ୟ ବିମୂଢ, ହତବୁଦ୍ଧି

Definition

ଯେ ବର୍ତ୍ତମାନ କଣ କରିବେ ସ୍ଥିର କରିପାରନ୍ତି ନାହିଁ
ଯେ ଆଶ୍ଚର୍ୟ ହୋଇଯାଇଛି
ଯେ ମଦରେ ଉନ୍ମତ୍ତ ବା ନିଶାରେ ମସ୍ତ ହୋଇଛି
ଯେଉଁ ଅବସ୍ଥାରେ କଣ କରିବା ଉଚିତ୍‌ ବୋଲି ଜାଣି ହୁଏନାହିଁ

Example

ଦ୍ୱିଧାଗ୍ରସ୍ତ ସ୍ଥିତିରେ ମନୁଷ୍ୟକୁ କିଛି ବି ବାଟ ଦିଶେନାହିଁ
ତା କାମ ଦେଖିକରି ଆମେ ସବୁ ଆଚମ୍ବିତ ହୋଇଗଲୁ
ମଦୋନ୍ମତ୍ତ ବ୍ୟକ୍ତି ଅନର୍ଥକ କଥା ବକୁଥାଏ