Home Oriya Odia Dictionary

Download Oriya Odia Dictionary APP

Dummy Oriya Odia Meaning

ପ୍ରତିମା

Definition

ଉପରକୁ ଦେଖାଯାଉଥିବା
ଯାହା କେବଳ ରୂପ-ରଙ୍ଗ, ଆକାର-ପ୍ରକାରଆଦି ବିଚାରରୁ ଦେଖେଇବା ନିମନ୍ତେ ଉଦ୍ଦିଷ୍ଟ
କନା ଓ କାଗଜ ଆଦିରେ ତିଆରି କଣ୍ଢେଇ ଯେଉଁଥିରେ ପିଲାମାନେ ଖେଳନ୍ତି
କାଠ, ଘାସ, କନା ଆଦିରେ ତିଆରି ମଣିଷ ଆଦିର ଆକୃତି

Example

ନକଲି ସୌନ୍ଦର୍ଯ୍ୟର ପ୍ରଭାବ କ୍ଷଣିକ
ବାପା ପବନପାଇଁ ଏକ କଣ୍ଢେଇ କିଣିଲେ
ଦଶହରା ଦିନ ରାବଣର ପୁତ୍ତଳିକା ପୋଡ଼ାଯାଏ