Home Oriya Odia Dictionary

Download Oriya Odia Dictionary APP

Dutch People Oriya Odia Meaning

ଡଚ, ନେଦରଲ୍ୟାଣ୍ଡବାସୀ, ହୋଲାଣ୍ଡବାସୀ

Definition

ନେଦରଲ୍ୟାଣ୍ଡର ନିବାସୀ
ନେଦରଲ୍ୟାଣ୍ଡରେ କୁହାଯାଉଥିବା ଭାଷା
ନେଦରଲ୍ୟାଣ୍ଡର ବା ନେଦରଲ୍ୟାଣ୍ଡ ସଂବନ୍ଧିତ
ଡଚ ଭାଷାର ବା ଡଚ ଭାଷା ସଂବନ୍ଧିତ

Example

ସେହି ଡଚକୁ ଗୁପ୍ତ ବିମାନଦ୍ୱାରା ଡକାଯାଇଥିଲା
ନେଦରଲ୍ୟାଣ୍ଡ ଭିନ୍ନ ଅନ୍ୟ ଦେଶମାନଙ୍କରେ ମଧ୍ୟ ଡଚ ଭାଷା କୁହାଯାଏ
ଆମେ ଡଚ ମ୍ୟୁଜିୟମ ଦେଖିବାକୁ ଯାଇଥିଲୁ
ତାଙ୍କର ଡଚ ରଚନାଗୁଡ଼ିକୁ ସୁରକ୍ଷିତ ରଖାଯାଇଛି