Home Oriya Odia Dictionary

Download Oriya Odia Dictionary APP

Duty Period Oriya Odia Meaning

ପାଳି

Definition

ଖେଳାଳୀମାନଙ୍କୁ ବାରମ୍ବାର ମିଳୁଥିବା ସୁଯୋଗ ଯାହା କୌଣସି କାମ କରିବାରେ ବା ଖେଳିବାରେ ମିଳେ
ଆଗପଛ କ୍ରମରେ ଆସିବା ସୁଯୋଗ ବା ସୁବିଧା
ଏକ ପ୍ରାଚୀନ ଭାରତୀୟ ଭାଷା
କଳକାରଖାନା ଆଦିରେ କାମ କରିବା ଏକ ନିର୍ଧାରିତ ସମୟ ଯେଉଁ ସମୟରେ

Example

ଏବେ ରାମର ପାଳି
ଶିବରାତ୍ରି ଦିନ ପ୍ରଭୁଶିବଙ୍କ ଦର୍ଶନପାଇଁ ଅଧାଘଣ୍ଟା ଛିଡ଼ାହେବାପରେ ମୋ ପାଳି ପଡ଼ିଲା
ବୌଦ୍ଧ ଧର୍ମଗ୍ରନ୍ଥ ପାଲି ଭାଷାରେ ଲେଖା ହୋଇଛି
ରାମଦେବର ଆଜିଠାରୁ ରାତି ପାଳି ଆରମ୍ଭ ହୋଇଛି
ପାଲୀ ସହରରେ କନା