Home Oriya Odia Dictionary

Download Oriya Odia Dictionary APP

E Oriya Odia Meaning

ପୂର୍ବ, ପୂର୍ବ ଦିଗ, ପୂର୍ବ ଦିଶା

Definition

କୌଣସି ସମୟ ବା ଘଟଣାଆଦିର ଆରମ୍ଭ ସମୟ ବା ଆରମ୍ଭର ବା ପ୍ରଥମର
କୌଣସି କାରଣରୁ ଯିଏ ପ୍ରଥମେ ଗୋଟିଏ ପଦରେ ଥିଲେ କିନ୍ତୁ ବର୍ତ୍ତମାନ ସେହି ପଦରେ ନାହାନ୍ତି
ଯିଏ ଆଗରେ ବା ଆଗ ଆଡ଼କୁ ଅଛି
ଗୋଟିଏ ସ୍ଥାନରୁ ଆସି ଅନ୍ୟ ସ୍ଥାନରେ

Example

ଆଜିର ସଭାରେ କେତେ ଭୂତପୂର୍ବ ମନ୍ତ୍ରୀ ମଧ୍ୟ ଭାଗନେବେ
ଏହି ଯାନର ଆଗପଟ ଭାଙ୍ଗିଯାଇଛି
ଯେକୌଣସି ଧାର୍ମିକ ଅନୁଷ୍ଠାନରେ ସର୍ବ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଏ
ଭାରତର ପୂର୍ବରେ ବଙ୍ଗୋପସାଗର
ଭାରତର ପୂର୍ବୀୟ କ୍ଷେତ୍ର କୃଷି ଦୃଷ୍ଟ