Home Oriya Odia Dictionary

Download Oriya Odia Dictionary APP

Earful Oriya Odia Meaning

କଟୁବାଣୀ, ଗାଳି, ଧମକ, ଭର୍ତ୍ସନା, ଶୋଧା\

Definition

କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
କ୍ରୋଧପୂର୍ବକ ଓ ଟାଣକରି କୁହାଯାଉଥିବା କଥା
ଉନ୍ନତ ଅବସ୍ଥା, ବୈଭବ, ଉଚ୍ଚ ପଦମର୍ଯ୍ୟାଦାଆଦିରୁ ଖସି ବହୁତ ତଳ ସ୍ତରକୁ ଆସିଯିବା କ୍ରିୟା
ଗାଳିକରିବା ବା ଧମକ

Example

ବାପାଙ୍କ ଧମକ-ଚମକରେ ରାଗିଯାଇ ରାମ ଘର ଛାଡ଼ି ପଳାଇଲା
ଦୁର୍ଗୁଣ ମନୁଷ୍ୟକୁ ଆହୁରି ଅବନତିଆଡ଼କୁ ନେଇଯାଏ
ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା
ଗୀତାର ବାହାଘର ପରେ ଗୀତାର ଶାଶୁଘର ଲୋକ ତାକୁ ବହୁତ ହଇରାଣ କଲେ
ମାଡ଼ ସହିସହି ସେ ପିଠିଆ ହୋଇଯାଇଛି/