Home Oriya Odia Dictionary

Download Oriya Odia Dictionary APP

Earthly Oriya Odia Meaning

ପାର୍ଥିବ

Definition

ସଂସାର ସହ ସଂପର୍କ ରଖିବା ଲୋକ
ଲାଲ ରଙ୍ଗର ଗୋଟିଏ ଛୋଟ ଗ୍ରହ ଯେ ଦୂରତାରେ ସୂର୍ଯ୍ୟଙ୍କ ଠାରୁ ଚତୁର୍ଥ ସ୍ଥାନରେ ଅଛି
ମାଟିର ଶିବଲିଙ୍ଗ
ପଞ୍ଚଭୂତରେ ତିଆରି

Example

ସାଂସାରିକ ଆନନ୍ଦ କ୍ଷଣଭଙ୍ଗୁର
ମୋ ମାଆ ସବୁଦିନେ ପାର୍ଥିବ ପୂଜା କରନ୍ତି
ଆମେସବୁ ପାର୍ଥିବ ବସ୍ତୁର ମୋହରେ ପଛୁ
ଏହି ଭୌତିକ ଶରୀର ମୃତ୍ୟୁ ପରେ ପୁଣି ପଞ୍ଚଭୂତରେ ମିଶିଯାଏ