Home Oriya Odia Dictionary

Download Oriya Odia Dictionary APP

East Oriya Odia Meaning

ପୂର୍ବ, ପୂର୍ବ ଦିଗ, ପୂର୍ବ ଦିଶା

Definition

କୌଣସି ସମୟ ବା ଘଟଣାଆଦିର ଆରମ୍ଭ ସମୟ ବା ଆରମ୍ଭର ବା ପ୍ରଥମର
ପୂର୍ବରୁ ବୋହୁଥିବା ବା ଆସୁଥିବା ବାୟୁ
କୌଣସି କାରଣରୁ ଯିଏ ପ୍ରଥମେ ଗୋଟିଏ ପଦରେ ଥିଲେ କିନ୍ତୁ ବର୍ତ୍ତମାନ ସେହି ପଦରେ ନାହାନ୍ତି
ଯିଏ ଆଗରେ ବା ଆଗ ଆଡ଼କୁ ଅଛି
ଗୋଟିଏ ସ୍ଥାନରୁ ଆସି ଅନ୍

Example

ବଗିଚାରେ ଯୁବ ଦମ୍ପତ୍ତି ପୁବେଇ ପବନର ଆନନ୍ଦ ନେଉଥିଲେ
ଆଜିର ସଭାରେ କେତେ ଭୂତପୂର୍ବ ମନ୍ତ୍ରୀ ମଧ୍ୟ ଭାଗନେବେ
ଏହି ଯାନର ଆଗପଟ ଭାଙ୍ଗିଯାଇଛି
ଯେକୌଣସି ଧାର୍ମିକ ଅନୁଷ୍ଠାନରେ ସର୍ବ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଏ
ଭାରତର ପୂର୍ବରେ ବଙ୍ଗୋପସାଗର
ଭାରତର ପୂର