Home Oriya Odia Dictionary

Download Oriya Odia Dictionary APP

Eclipse Oriya Odia Meaning

ଗ୍ରହଣ, ଗ୍ରହଣ ଲାଗିବା, ଗ୍ରାସ, ଗ୍ରାସ ଲାଗିବା, ପରାଗ

Definition

ସୂର୍ଯ୍ୟ, ଚନ୍ଦ୍ର ବା କୌଣସି ଅନ୍ୟ ଜ୍ୟୋତିପିଣ୍ଡ ସାମ୍ନାରେ ଅନ୍ୟ ଏକ ଗ୍ରହ ବା ଉପଗ୍ରହ ଆସିଗଲେ ତା’ର ଆଲୋକ- ପ୍ରବାହରେ ବାଧାପ୍ରାପ୍ତ ହେବା
କାହାରିଠୁ କିଛି ନେବାର କ୍ରିୟା
ଏକାଥରକେ ଯେତିକି ଖାଦ୍ୟ ମୁଁହରେ ଭର୍ତ୍ତି କରାଯାଏ

Example

ସୂର୍ଯ୍ୟ ପରାଗ ଅମାବସ୍ୟା ଦିନ ହିଁ ହୁଏ
ମୁଖ୍ୟ ଅତିଥିଙ୍କଠାରୁ ରେଖା ପୁରସ୍କାର ଗ୍ରହଣ କଲା
ମୁଁ ଗୁଣ୍ଡାଏ ଖାଇବା ଆଗରୁ ସେ ଆସିଗଲା