Home Oriya Odia Dictionary

Download Oriya Odia Dictionary APP

Ecstatic Oriya Odia Meaning

ଆନନ୍ଦିତ, ଉଲ୍ଲେସିତ, ଗଦଗଦ, ପ୍ରଫୁଲ୍ଲିତ

Definition

ହର୍ଷ, ପ୍ରେମଆଦିର ଉତ୍ତେଜନାରେ ପୂର୍ଣ୍ଣ
ହର୍ଷ, ପ୍ରେମଆଦି ଆବେଗଦ୍ୱାରା ରୁନ୍ଧା ହୋଇଥିବା, ଅସ୍ପଷ୍ଟ ଓ ଅସମ୍ବନ୍ଧ (ସ୍ୱର)
ବହୁତ ଅଧିକ ପ୍ରସନ୍ନ

Example

ଭିକାରୀ ଆଶାତୀତ ଧନ ପାଇକରି ଆନନ୍ଦିତ ହୋଇଗଲା
ମାଆ ଗଦଗଦ ସ୍ୱରରେ ପୁତ୍ରମାନଙ୍କୁ ଆଶୀର୍ବାଦ ଦେଲେ
ମା ନିଜର ହଜିଥିବା ପୁଅକୁ ପାଇ ଆନନ୍ଦିତ ହୋଇଗଲେ