Home Oriya Odia Dictionary

Download Oriya Odia Dictionary APP

Edifice Oriya Odia Meaning

କୋଠା, ବିଲ୍ଡିଙ୍ଗ, ଭବନ

Definition

ଇଟା,ପଥର,କାଠଆଦି ଦ୍ୱାରା ପ୍ରାୟ ସ୍ଥାୟୀ ରୂପରେ ପ୍ରସ୍ତୁତ ଏପରି କୌଣସି ନିର୍ମାଣ ଯେଉଁଥିରେ ଛାତ ଓ ପାଚେରିଥାଏ ଏବଂ ଯାହା ବାସ୍ତୁର ଅନ୍ତର୍ଗତ ହୋଇଥାଏ
ଯେଉଁ ସ୍ଥାନରେ ଘର ତିଆରି କରାଯାଏ
ଅଟ୍ଟାଳିକା ସମ୍ବନ୍ଧୀୟ

Example

ଏହି ଭବନ ନିର୍ମାଣପାଇଁ ତିନି ବର୍ଷ ଲାଗିଗଲା
ଘରର ଭିତ୍ତିପ୍ରସ୍ତର ପଡ଼ିବା ପୂର୍ବରୁ ବାସ୍ତୁ ପୂଜା କରାଗଲା