Home Oriya Odia Dictionary

Download Oriya Odia Dictionary APP

Education Oriya Odia Meaning

ଅଧ୍ୟାପନା, ତାଲିମ, ପଢା, ପଢାପଢି, ଶିକ୍ଷଣ, ଶିକ୍ଷା

Definition

ଶିକ୍ଷା ସମ୍ବନ୍ଧୀୟ ଯୋଗ୍ୟତା
ଶିକ୍ଷା ଦେବା ପଢ଼ାଇବା କାର୍ଯ୍ୟ
କୌଣସି ବିଷୟର ସମସ୍ତ ପାଠ ବା ଗୂଢ଼ ତତ୍ତ୍ୱର ଜ୍ଞାନ ପାଇବାପାଇଁ ତାହାକୁ ଦେଖିବା, ବୁଝିବା ବା ପଢ଼ିବାର କ୍ରିୟା
ହିତ କାମ ବତାଇବା, ଭଲ କଥା ବା ଭଲ କାମ କ

Example

ଆପଣଙ୍କୁ ଆପଣଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ-ପତ୍ର ପ୍ରସ୍ତୁତ କରିବାକୁ ପଡ଼ିବ
ସେ ସଂସ୍କୃତ ଅଧ୍ୟୟନ କରିବା ନିମନ୍ତେ କାଶୀ ଯାଇଛି
ଗୀତାରେ ଭଗବାନ କୃଷ୍ଣଙ୍କଦ୍ୱାରା ଦିଆଯାଇଥିବା ଉପଦେଶ ସମଗ୍ର ମାନବ ସମାଜ ନିମନ୍ତେ କଲ୍ୟାଣକାରୀ