Home Oriya Odia Dictionary

Download Oriya Odia Dictionary APP

Educational Oriya Odia Meaning

ଶିକ୍ଷଣୀୟ, ଶିକ୍ଷାତ୍ମକ, ଶୈକ୍ଷିକ

Definition

ଶିକ୍ଷାର ବା ଶିକ୍ଷାସହ ସମ୍ବନ୍ଧିତ
ଶିକ୍ଷା ଦେବାବାଲା ବା ଯେଉଁଥିରୁ ଶିକ୍ଷା ମିଳେ

Example

ଆପଣଙ୍କୁ ଏହି ପ୍ରାର୍ଥନା ପତ୍ରସହିତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର ମଧ୍ୟ ଦେବାକୁ ହେବ
ମୁଁ ଆଜି ଗୋଟିଏ ଶିକ୍ଷଣୀୟ ଚଳଚ୍ଚିତ୍ର ଦେଖିବାକୁ ଯାଇଥିଲି