Home Oriya Odia Dictionary

Download Oriya Odia Dictionary APP

Eerie Oriya Odia Meaning

ଆତଙ୍କପୂର୍ଣ୍ଣ, ଭୟପୂର୍ଣ୍ଣ

Definition

ଯାହା ଭୟରେ ଭରାହୋଇଛି
ଯାହାକୁ ଦେଖିଲେ ଭୟ ବା ଡର ଲାଗେ
ସାହିତ୍ୟର ନବରସ ମଧ୍ୟରୁ ଯେଉଁ ରସ ଅନିଷ୍ଟ କରୁଥିବା ଭୟଙ୍କର ଏବଂ ବିକଟ ଘଟଣାଗୁଡ଼ିକୁ ବା ତା ଆଶଙ୍କାରେ ମନରେ ହେଉଥିବା ଆତଙ୍କ ବା ଭୟରୁ ଉତ୍ପନ୍ନ ହୋଇଥାଏ
ଆବଶ୍ୟକତାଠାରୁ ଅଧିକ ବା ବହୁତ ଅଧିକ

Example

ଭୟପୂର୍ଣ୍ଣ ପରିବେଶରେ ରହିବା ସମ୍ଭବ ହୁଏନାହିଁ
ଏହି କବିତାରେ ଭୟାନକ ରସ ରହିଛି
ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲା