Home Oriya Odia Dictionary

Download Oriya Odia Dictionary APP

Efface Oriya Odia Meaning

ଲିଭାଇବା

Definition

ବିସ୍ତାର, କାଳ, ସମ୍ବନ୍ଧଆଦି ବିଚାରରେ ଅଲଗା କରିବା
ଛିନ୍ନଭିନ୍ନ ବା ନଷ୍ଟଭ୍ରଷ୍ଟ କରିବା
ଦୂର କରିବା
ଲେଖାଯାଇଥିବା ରେଖା, ଚିହ୍ନ ଆଦି ଘଷି ସଂପୂର୍ଣ୍ଣ ରୂପେ ସଫା କରିବା
କୌଣସି ବିଷୟର ଉନ୍ମୁଳନ କରିବା ବା ସବୁଦିନ ପାଇଁ ହଟେଇଦେବା
କୌଣ

Example

ଆମେ ପରସ୍ପର ମଧ୍ୟରେ ମନୋମାଳିନ୍ୟକୁ ତୁଟାଇବା
ରାଜାଙ୍କ ସୈନିକମାନେ ଗାଁଗୁଡ଼ିକୁ ନଷ୍ଟଭ୍ରଷ୍ଟ କରିଦେଲେ
ଭଗବାନ ସମସ୍ତଙ୍କ ଦୁଃଖ ହରଣ କରନ୍ତି
କିଏ ମୋ ନାଁ ଭୋଟର ଲିଷ୍ଟ୍‌ରୁ ହଟେଇ ଦେଇଛି
ଶିକ୍ଷକ କଳାପଟାରେ ଲେଖା ଯାଇଥିବା ଶବ୍ଦକୁ ଡଷ୍ଟରରେ ଲିଭାଉଥିଲେ
ରାଜାରାମମୋହନ ରାୟ ସ