Home Oriya Odia Dictionary

Download Oriya Odia Dictionary APP

Ejection Oriya Odia Meaning

ବହିଷ୍କରଣ, ବହିଷ୍କାର

Definition

କୌଣସି ବିଷୟରେ, କାହା ସହିତ ମତଭେଦ ହେଲାପରେ ବିରୋଧ ବା ଅସନ୍ତୋଷ ପ୍ରକଟ କରିବା ପାଇଁ ତାହାର ତ୍ୟାଗ
ବାହାର କରିବା ବା ନିକାଲିବା କ୍ରିୟା
ଯାହାର ଦଖଲ, କବ୍ଜା ବା ଅଧିକାର ହଟାଇ ଦିଆଯାଇଛି

Example

ଗାନ୍ଧିଜୀ ବିଦେଶୀ ବସ୍ତୁଗୁଡ଼ିକୁ ବହିଷ୍କାର କରିଥିଲେ
ଅନ୍ୟ ଜାତିର ଝିଅକୁ ବିବାହ କରିଥିବା କାରଣର ସମାଜ ରାମୁକୁ ବହିଷ୍କାର କଲା
ଜମିଦାର କୃଷକକୁ ତାହାର ଜମିରୁ ବେଦଖଲ କରିଦେଲେ