Home Oriya Odia Dictionary

Download Oriya Odia Dictionary APP

Elaborate Oriya Odia Meaning

ଅର୍ଥ ବୁଝେଇବା, ବିଶ୍ଳେଷଣ କରିବା, ବିସ୍ତାରିତ ଭାବେ ବର୍ଣ୍ଣନାକରିବା, ବିସ୍ତୃତ, ବ୍ୟାଖ୍ୟା କରିବା

Definition

ଯେଉଁଥିରେ ବହୁତ ବିସ୍ତୃତି ଅଛି ବା ବିସ୍ତାର ହେଉଥିବା
ପରିଣାମ ବା ବିସ୍ତାରରେ ଅଧିକ କରିବା ବା ବିସ୍ତାରିତ କରିବା
ଯାହା ସାବଧାନ ଓ ସୂକ୍ଷ୍ମ ବିବରଣୀ ସହିତ ବିକଶିତ ବା କାର୍ଯ୍ୟକାରି

Example

ଏହି କାବ୍ୟପଂକ୍ତିଗୁଡ଼ିକର ବିସ୍ତୃତ ବ୍ୟାଖ୍ୟା କରନ୍ତୁ
ବୌଦ୍ଧମାନେ ବୌଦ୍ଧଧର୍ମକୁ କେତେକ ଦେଶରେ ପ୍ରସାରିତ କଲେ
ଆମେ ଗୋଟିଏ ବିସ୍ତୃତ ଯୋଜନା ତିଆରି କରିଛୁ