Home Oriya Odia Dictionary

Download Oriya Odia Dictionary APP

Electric Meter Oriya Odia Meaning

ମିଟର

Definition

ଯେଉଁ ଯନ୍ତ୍ରଦ୍ୱାରା କୌଣସି ଚାଲୁଥିବା ବସ୍ତୁଆଦିର ଗତି ମପାଯାଇଥାଏ
ଯେଉଁ ଯନ୍ତ୍ର ସାହାଯ୍ୟରେ ଘରକୁ ଆସୁଥିବା ପାଣି ମପା ଯାଇଥାଏ
ଘର ବା କାରଖାନା ଆଦିରେ ଖର୍ଚ୍ଚ ହେଉଥିବା ବିଜୁଳି ମାପିବାର ଯନ୍ତ୍ର
ଲମ୍ବ ମାପିବାର ଏକ ମାପ

Example

ଏହି ଯାନର ଗତିମାପକ କାମ କରୁନାହିଁ
ଟାଙ୍କିର ମିଟର ଖରାପ ହୋଇଯାଇଛି
ଆମ ଘରେ ଦୁଇଟି ମିଟର ଲାଗିଛି
ସାର୍ଟ ତିଆରି କରିବାପାଇଁ ଅଢେଇ ମିଟର କନା ଦରକାର