Elongate Oriya Odia Meaning
ଟଣାଇବା, ପ୍ରସାରିତ କରାଇବା, ବିସ୍ତାରିତ କରାଇବା
Definition
କୌଣସି ବସ୍ତୁକୁ ତାର ପୂରା ଲମ୍ବା ବା ଚଉଡ଼ା ପର୍ଯ୍ୟନ୍ତ ବଢ଼େଇବା
ଟାଣିବା କ୍ରିୟା
ବଢ଼ିବା ଓ ବଢ଼େଇବା କାର୍ଯ୍ୟ
କୌଣସି ସଂଙ୍କୁଚିତ ବା ଲାଖିଥିବା ଜିନିଷକୁ ଟାଣି ସଂପ୍ରସାରିତ କରିବା
ଉପରେ ବିସ୍ତାର କରି ବାନ୍ଧିବା
କାହା ଭିତରେ କିଛି
Example
ଶିକାରୀ ଧନୁର ଡୋରକୁ ଟାଣୁଛି
ଅଧିକ ଟାଣିବାଯୋଗୁଁ ରବର ଛିଣ୍ଡିଗଲା
ଅଳସଭାଙ୍ଗିବା ବେଳେ ଆମେ ନିଜର ହାତଗୋଡ଼ ଭିଡ଼ିମୋଡ଼ି ହେଉ
ବିବାହ ମଣ୍ଡପ ତିଆରି କରିବା ପାଇଁ ଲୋକମାନେ ପାଲ ଟାଣୁଛନ୍ତି
ସେ ସିଲାଇ ଖୋଲି ତାଙ୍କ କୁର୍ତ୍ତାକୁ ବଢ଼େଇଲ
Soft in Oriya OdiaFlavourer in Oriya OdiaSelected in Oriya OdiaRetainer in Oriya OdiaLiterature in Oriya OdiaEmbroidered in Oriya OdiaRanching in Oriya OdiaLie With in Oriya OdiaDestruct in Oriya OdiaVocalisation in Oriya OdiaChronic in Oriya OdiaHigh-rise in Oriya OdiaInfinite in Oriya OdiaLithuanian in Oriya OdiaNinety-two in Oriya OdiaVoluptuousness in Oriya OdiaPerambulator in Oriya OdiaCommon Fig Tree in Oriya OdiaScreech in Oriya OdiaSavings in Oriya Odia