Home Oriya Odia Dictionary

Download Oriya Odia Dictionary APP

Emaciated Oriya Odia Meaning

ଅସ୍ଥିମୟ, କଙ୍କାଳଭଳି, କଙ୍କାଳିଆ, ହାଡମୟ, ହାଡୁଆ

Definition

ଯେଉଁଠି ଶେଷରେ ହାଡ଼ ମାତ୍ର ରହିଯାଇଛି
ଅସ୍ଥିରେ ବା ହାଡ଼ରେ ଯାହା ତିଆରି ହୋଇଛି
ହାଲୁକା ଓ ପତଳା ଦେହ ବା ଶରୀରବାଲା
ଯେ ବହୁତ ପତଳା
କ୍ଷୀଣକାୟ ଶରୀର

Example

ଦୁଇତିନିମାସ ଖାଦ୍ୟ ଗ୍ରହଣ ନକରିବା ଫଳରେ ତା ବୁଢୀମା’ର ଦେହ ହାଡ଼ମୟ ହୋଇଯାଇଛି
ରାଜାଙ୍କ ମହଲ ଅସ୍ଥିମୟ ବସ୍ତୁଦ୍ୱାରା ସଜାଯାଇଥିଲା
ଜଣେ ଧଡ଼ିଆ ଯୁବକ ଏହି ଦୌଡ଼ ପ୍ରତିଯୋଗିତାରେ ବାଜି ମାରିନେଲା
ବେମାରୀ କାରଣରୁ ସେ