Home Oriya Odia Dictionary

Download Oriya Odia Dictionary APP

Embellish Oriya Odia Meaning

ଅଳଙ୍କୃତ କରିବା, ଶୋଭାନ୍ବିତ ହେବା, ଶୋଭିତ ହେବା , ସଜେଇବା, ସଜ୍ଜିତ କରିବା

Definition

ବସ୍ତୁମାନଙ୍କୁ ଏପରିଭାବେ ରଖିବା ଯେ ଦେଖିଲେ ଭଲ ଓ ସୁନ୍ଦର ଜଣାପଡିବ(ବ୍ୟକ୍ତି ବା ସ୍ଥାନ)
ଦୋଷ,ତ୍ରୁଟି ଆଦି ଦୂରକରି ଠିକ୍‌ ବା ଭଲ ଅବସ୍ଥାକୁ ଆଣିବା ବା ଠିକ୍‌ କରି କାମରେ ଲଗେଇବା ଯୋଗ୍ୟ କରାଇବା
ଶୃଙ୍ଗାର କରିବା ବା ସଜାଇବାର ପ୍ରକ୍ରିୟା

Example

ନୂଆ ବୋହୂ ଘରଟିକୁ ବହୁତ ବଢ଼ିଆ ସଜେଇଛି
ଶିକ୍ଷକ ଆମ ଲେଖାକୁ ସଂଶୋଧନ କରୁଛନ୍ତି
କୃଷ୍ଣଙ୍କଦ୍ୱାରା ରାଧାଙ୍କ ପ୍ରସାଧନ ହେବା ପରେ କାବ୍ୟ ସମାପ୍ତ ହୋଇଯାଉଛି