Home Oriya Odia Dictionary

Download Oriya Odia Dictionary APP

Emigration Oriya Odia Meaning

ଦେଶଛାଡ, ଦେଶତ୍ୟାଗ

Definition

ବିଦେଶରେ ଯାଇ ବାସ କରୁଥିବା ବା ରହୁଥିବା ବ୍ୟକ୍ତି
ନିଜ ଦେଶ ଛାଡ଼ି ଅନ୍ୟ ଦେଶକୁ ଚାଲିଯିବାର ପ୍ରକ୍ରିୟା
ବିଦେଶ ଯାଇ ଯେ ରହିଗଲାଣି
ଅଭ୍ୟାସଗତ ଭାବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବା ଲୋକ ବିଶେଷକରି ଋତୁକାଳୀନ କାମ ସଂଧାନରେ

Example

କିଛି ପ୍ରବାସୀ ଲୋକ ନିଜ ଦେଶ ତଥା ପରିବାର ସହିତ ମିଳିତ ହେବାପାଇଁ ଛଟପଟ ହେଉଛନ୍ତି
ଉଚ୍ଚଶିକ୍ଷାପ୍ରାପ୍ତ ବ୍ୟକ୍ତି ଟଙ୍କା ଲୋଭରେ ଦେଶତ୍ୟାଗ କରନ୍ତି
ଭାରତ