Home Oriya Odia Dictionary

Download Oriya Odia Dictionary APP

Eminence Oriya Odia Meaning

ଉତ୍କର୍ଷ, ଶୀର୍ଷ ଦେଶ

Definition

ଉତ୍ତମ ହେବାର ଅବସ୍ଥା ବା ଭାବ
ମହାନ୍‌ ହେବାର ଅବସ୍ଥା ବା ଭାବ
ଅଧିକ ହେବାର ଅବସ୍ଥା ବା ଭାବ
ଶ୍ରେଷ୍ଠ ବା ମୁଖ୍ୟହେବାର ଅବସ୍ଥା ବା ଭାବ
ହଳ କରିବା କ୍ରିୟା
ଭାବ, ମୂଲ୍ୟ, ମହତ୍ତ୍ୱଆଦିର ଶ୍ରେଷ୍ଠ ଅବସ୍ଥା

Example

ଚରିତ୍ରର ଉତ୍ତମତା ସବୁଠାରୁ ଉଚ୍ଚରେ
ହିନ୍ଦୀ ସାହିତ୍ୟରେ ପ୍ରେମ୍‌ଚାନ୍ଦଙ୍କ ମହାନତାକୁ ଟଳାଇ ହେବନାହିଁ
ଧନର ଆଧିକ୍ୟରୁ ସେ ଗର୍ବୀ ହୋଇଗଲା
ସେ ଆଜିକାଲି ତାର ସଫଳତାର ଶୀର୍ଷରେ ପହଞ୍ଚିଛି