Home Oriya Odia Dictionary

Download Oriya Odia Dictionary APP

Empress Oriya Odia Meaning

ପ୍ରଶାସିକା, ଶାସିକା

Definition

ରାଜାଙ୍କ ପ୍ରଧାନ ପତ୍ନୀ
ସମ୍ରାଟଙ୍କ ପତ୍ନୀ
କୌଣସି ସାମ୍ରାଜ୍ୟର ଅଧୀଶ୍ୱରୀ ବା ଶାସିକା
ଯେ ଶାସନ କରେ
ଯେଉଁ ଖେଳାଳୀ କୌଣସି ବିଶେଷ ଖେଳର କ୍ଷେତ୍ରରେ ଶୀର୍ଷରେ ବା ସବୁଠୁ ଉପରେ

Example

ମନ୍ଦୋଦରୀ ଲଙ୍କାଧିପତି ରାବଣଙ୍କ ପାଟରାଣୀ ଥିଲେ
କେତେକ ସାମ୍ରାଜ୍ଞୀ ରାଜକାର୍ଯ୍ୟ ଚଳାଇବାପାଇଁ ସମ୍ରାଟଙ୍କୁ ସାହାଯ୍ୟ କରିଥାନ୍ତି
ଭାରତୀୟ ଇତିହାସରେ କେତେକ ପ୍ରସିଦ୍ଧ ସାମ୍ରାଜ୍ଞୀମାନଙ୍କ ଉଲ୍ଲେଖ ମିଳେ
ରାଣୀ ଲକ୍ଷ୍ମୀବାଈ ଜଣେ