Home Oriya Odia Dictionary

Download Oriya Odia Dictionary APP

Enactment Oriya Odia Meaning

ଅଧିନିୟମ, ଆଇନ

Definition

ସ୍ଥିର କରାଯାଇଥିବା ନିୟମ ଓ ବିଧାନ, ଯାହାର ପାଳନ ସମସ୍ତଙ୍କପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ ଏବଂ ଯାହାର ଉଂଲଘନ କଲେ ମନୁଷ୍ୟ ଦଣ୍ଡିତ ହୁଏ ବା ହୋଇପାରେ
କୌଣସି କାର୍ଯ୍ୟ, ବ୍ୟବସ୍ଥାଆଦି ସମ୍ବନ୍ଧରେ ରାଜ୍ୟଦ୍ୱାରା ଦିଆଯାଇଥିବା ବା ବାହାରିଥିବା କୌଣସି ଅଧିକାର

Example

ନିୟମ ବିପରୀତ କୌଣସି ବି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇପାରେ
ଆୟକର ବିଭାଗ ଏକତିରିଶ ମାର୍ଚ୍ଚ ପର୍ଯ୍ୟନ୍ତ କର ଜମାକରିବାର ଅଧ୍ୟାଦେଶ ଜାରୀ କରିଛନ୍ତି
ଡିସେମ୍ବର ଚଉଦରେ କବି ସମ୍ମିଳନୀ ହେବାକୁ ନିର୍ଦ୍ଧାରଣ କରାଯାଇଥିଲା