Home Oriya Odia Dictionary

Download Oriya Odia Dictionary APP

Encampment Oriya Odia Meaning

ଛାଉଣୀ, ଶିବିର, ଶିବିରସ୍ଥଳ, ଶିବିରସ୍ଥଳୀ, ସୈନିକ ଶିବିର

Definition

ବରଯାତ୍ରୀ ରହିବା ସ୍ଥାନ
ଅସ୍ଥାୟୀ ରୂପରେ ରହିବା ସ୍ଥାନ ବା ବ୍ୟବସ୍ଥା
ସୈନିକମାନଙ୍କ ରହିବାପାଇଁ ସ୍ଥାନ
ଯାତ୍ରା ସମୟରେ ବାଟରେ ଅଟକିବା ସ୍ଥାନ
ଏହି ସ୍ଥାନ ଯେଉଁଠି ଅସ୍ଥାୟୀ ଭାବରେ କେତେକ ଲୋ

Example

ମୁଁ ବରଯାତ୍ରୀ ଥିବା ସ୍ଥାନରୁ ଆସୁଛି
ଡେରା ଭିତରକୁ ସାପ ପଶିଆସିଥିଲା
ଏହା ଗୋର୍‌ଖା ରେଜିମେଣ୍ଟର ଛାଉଣୀ
ସଂଧ୍ୟା ସୁଦ୍ଧା ଆମ୍ଭେମାନେ ରହଣି ସ୍ଥାନରେ ପହଞ୍ଚିଯିବୁ
ମୋତିଆବିନ୍ଦୁର ମାଗଣା ଚିକିତ୍ସା କରିବାପାଇଁ ଡାକ୍ତରମାନେ ଦଶଦିନିଆ ଶିବିରର ଆୟୋଜନ କରିଛନ୍ତି
ଭାରତର ଶ୍ରୀ ହରିକୋଟ୍ଟା