Home Oriya Odia Dictionary

Download Oriya Odia Dictionary APP

Encroaching Oriya Odia Meaning

ଅତିକ୍ରମଣକାରୀ

Definition

ନିଜ କାର୍ଯ୍ୟ ଓ ଅଧିକାର କ୍ଷେତ୍ରଆଦିର ସୀମା ପାର ହୋଇ ଯେଉଁଠାକୁ ଯିବା ବା ରହିବା ଅନୁଚିତ,ମର୍ଯାଦା ବିରୁଦ୍ଧ ବା ଅବୈଧ,ସେଭଳି ଜାଗାରେ ପହଁଞ୍ଚିବା କ୍ରିୟା
ଯେ ଧନକୁ ଭୋଗ କରେନାହିଁ, ବ୍ୟୟ କରେନାହିଁ ବା କାହାକୁ ବି ଦିଏ ନାହିଁ
ଯାହାପାଖରେ ବଳ କିମ୍ବା

Example

ସୀମାରେ ଅନ୍ୟ ଦେଶର ଅତିକ୍ରମଣ ରୋକିବା ପାଇଁ ଭାରତୀୟ ଯବାନ୍‌ ପ୍ରସ୍ତୁତ
ଏତେ ଧନ ଥାଇ ବି ସେ କୃପଣ
ପ୍ରଜା ପ୍ରାୟତଃ ଅତିକ୍ରମଣକାରୀ ରାଜାମାନଙ୍କର ଶିକାର ହୁଅନ୍ତି