Home Oriya Odia Dictionary

Download Oriya Odia Dictionary APP

Enlightened Oriya Odia Meaning

ଶିକ୍ଷିତ, ସୁଶିକ୍ଷିତ

Definition

ଯେ ବହୁତ ବେଶି ପାଠ ପଢ଼ିଛି
ଯାହାର କୌଣସି ବିଷୟରେ ଭଲ ଜ୍ଞାନ ରହିଛି
ଯିଏ ଉତ୍ତମ ଶିକ୍ଷା ପାଇଥାଏ
ଯାହାର ଅବଗତି ଅଛି
ପୂର୍ବରୁ ଜାଣିଥିବା
ଶାଳ୍ମଳୀ ଦ୍ୱୀପର ସାତ ଖଣ୍ଡରୁ ଗୋଟିଏ

Example

ଆଜିର ସଭାରେ କେହିଜଣେ ବିଦ୍ୱାନ‌ ବ୍ୟକ୍ତି ଭାଷଣ ଦେଇଥିଲେ
ଭାରତ ପ୍ରଥମରୁ ହିଁ ବିଦ୍ୱାନମାନଙ୍କ ଦେଶ
ସୁଶିକ୍ଷିତ ଲୋକଙ୍କ ସଙ୍ଗ ଉତ୍ତମ
ଏହି କାମକୁ କୌଣସି ଅଭିଜ୍ଞ ଲୋକକୁ ଦିଅନ୍ତୁ
ଏସବୁ ପୂର୍ବ ପରିଚିତ ବସ