Home Oriya Odia Dictionary

Download Oriya Odia Dictionary APP

Enmity Oriya Odia Meaning

ଅରିତ୍ୱ, ବିଦ୍ୱେଷ, ବିରୋଧ, ବୈର, ମନୋମାଳିନ୍ୟ, ଶତ୍ରୁତା

Definition

କୌଣସି କାର୍ଯ୍ୟଆଦିକୁ ବନ୍ଦକରିବା ନିମନ୍ତେ ତାର ବିପରୀତ କାର୍ଯ୍ୟକରିବା କିମ୍ବା ଆମେ ଚାହୁଁନଥିବା କିଛି କାର୍ଯ୍ୟର ବିପରୀତରେ କରାଯାଉଥିବା କାମ
ଯେଉଁ ମନୋବୃତ୍ତି ଜଣଙ୍କୁ ଖୁବ୍‌ ଖରାପ ଭାବି ସବୁବେଳେ ତାଠାରୁ ଦୂରରେ ରହିବାପାଇଁ ପ୍ରେରଣା ଦିଏ
କୌଣସି ବସ୍ତୁର ସେହି

Example

ରାମର ବିରୋଧ ସତ୍ତ୍ୱେ ମୁଁ ନିର୍ବାଚନ ଲଢ଼ିଲି
ଏ ଥାଳିର ଫନ୍ଦ ବହୁତ ପତଳା
ପଢ଼ିବାକୁ ତାହାର ଅରୁଚି ରହିଛି
ମହାଭାରତ ଯୁଦ୍ଧ ଅଠର ଦିନ ପର୍ଯ୍ୟନ୍ତ ଚାଲିଥିଲା
ମୋର ଉନ୍ନତି ଦେଖି ତାର