Home Oriya Odia Dictionary

Download Oriya Odia Dictionary APP

Ennui Oriya Odia Meaning

ଚିଡିଚିଡା, ବିରକ୍ତି

Definition

ସାଂସାରିକ ସୁଖଭୋଗରେ ପରିପୂର୍ଣ୍ଣତା ଆସିଲେ ତା ପ୍ରତି ଆସକ୍ତି ନରହିବା ଅବସ୍ଥା ବା ଭାବ
ଆସକ୍ତ ନହେବା ଅବସ୍ଥା ବା ଭାବ
ଉଦାସ ହେବା ବା କୌଣସି କାମରେ ମନ ନଲାଗିବାର ଅବସ୍ଥା ବା ଭାବ
ନିଜ ଭୁଲ୍‌ ଅନୁଭୂତ ହେଲାପରେ ମନକୁ ଆସୁଥିବା

Example

ଅନାସକ୍ତି କାରଣରୁ ଲୋକେ ବୈରାଗ୍ୟ ଅନୁଭବ କରନ୍ତି
ସେ ଭାରି ଉଦାସ ଦେଖାଯାଉଛି
ଆଳସ୍ୟ କାରଣରୁ ମୁଁ ଏହି କାମ କରିପାରିଲି ନାହିଁ