Home Oriya Odia Dictionary

Download Oriya Odia Dictionary APP

Enrolment Oriya Odia Meaning

ତାଲିକାକରଣ, ନାମାଙ୍କନ, ପଞ୍ଜିକରଣ

Definition

କୌଣସି ଖାତା, ତାଲିକା ଆଦିରେ ନାଁ ଲେଖିବା ପ୍ରକ୍ରିୟା
ପଞ୍ଜି, ଖାତା, ବା ରେଜିଷ୍ଟରରେ ଲେଖିବାର ପ୍ରକ୍ରିୟା
ନିର୍ବାଚନ ଆଦିରେ ଛିଡ଼ା ହେବାପାଇଁ କାହାରି ନାମ ଲେଖିବା ପ୍ରକ୍ରିୟା

Example

ହସ୍ପିଟାଲରେ ଜଣେ ପରିଚାରିକା ରୋଗୀଙ୍କ ପଞ୍ଜିକରଣ କରୁଥିଲା
ଅଶୋକ ଏବଂ ସାଧନା ଅଦାଲତରେ ତାଙ୍କ ବିବାହ ପଞ୍ଜୀକରଣ କଲେ
ରାୟପୁର ଅଞ୍ଚଳରୁ ବିଦ୍ୟାଚରଣ କଂଗ୍ରେସ ତରଫରୁ ନାମାଙ୍କନ କରାଇଲେ