Home Oriya Odia Dictionary

Download Oriya Odia Dictionary APP

Enslavement Oriya Odia Meaning

ଗୋଲାମୀ, ଦାସତ୍ବ, ଦାସପ୍ରଥା, ପରାଧୀନତା

Definition

ପରାଧୀନ ହେବାର ଅବସ୍ଥା ବା ଭାବ
ଦାସ ହେବାର ଅବସ୍ଥା ବା ଭାବ
କାହାରିକୁ ଦାସ କରିବାର ପ୍ରକ୍ରିୟା

Example

ପରାଧୀନତାର ବେଡ଼ିରେ ବନ୍ଦୀ ଭାରତ ୧୯୪୭ରେ ସ୍ୱାଧୀନ ହେଲା
ଇଂରେଜମାନେ ଭାରତବାସୀଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଦାସତ୍ୱ ଜଞ୍ଜିରରେ ବାନ୍ଧି ରଖିଥିଲେ
କିଛି ସ୍ଥାନରେ ଏବେ ବି ଦାସପ୍ରଥା ରହିଛି